ପୁରୁଷଙ୍କ ଛାତିରେ ଯଦି ବାଳ ଅଛି ତେବେ ଏହା ଦେଇଥାଏ ଏହି ସଙ୍କେତ




Third party image reference
ଆଜି ପର୍ଯ୍ୟନ୍ତ ଆପଣମାନେ ହାତରେ ରେଖା କିମ୍ବା ମଥାରେ ରେଖା କିମ୍ବା ଶରୀରରେ ଦେଖାଯାଉଥିବା କଳାଜାଇକୁ ଦେଖିକରି ଭବିଷ୍ୟର ଚରିତ୍ର ବିଷୟରେ ଦେଖିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ପୁରୁଷଙ୍କ ଛାତିରେ ମହଜୁଦ୍ ବାଳକୁ ଦେଖିକରି ବ୍ୟକ୍ତିର ବ୍ୟକ୍ତିତ୍ୱ କିପରି ପତ୍ତା ଲଗାଇପାରିବେ , ସାମୁଦ୍ରିକ ଶାସ୍ତ୍ର ଆଧାରରେ ପୁରୁଷ ଓ ମହିଳାଙ୍କ ବିଭିନ୍ନ ଅଙ୍ଗରେ ସଂରଚନା ଦେଖିକରି ତାଙ୍କର ବ୍ୟକ୍ତିତ୍ୱ ଓ ବ୍ୟବହାର ବିଷୟରେ ପତ୍ତା ଲଗାଯାଇପାରିବ , ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପୁରୁଷଙ୍କ ଛାତିରେ ଅଧିକା ବାଳ ହୋଇଥାଏ , କିଛି ଅଲଗା ବ୍ୟକ୍ତିତ୍ୱ ମାନାଯାଏ , ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷଙ୍କର ଛାତିରେ ଅଧିକା ବାଳ ହୋଇଥାଏ , ତେବେ ତାଙ୍କର ଅଲଗା ବ୍ୟକ୍ତିତ୍ୱ ମାନାଯାଏ , ଆଜି ଆମେ ଆପଣଙ୍କୁ ଏମିତି ପୁରୁଷଙ୍କ ବିଷୟରେ କହିବାକୁ ଯାଊଛୁ , ଯାହାଙ୍କର ଛାତିରେ ଅଧିକା ବାଳ ଦେଖିବାକୁ ମିଳିଯାଏ ।
ଆଜିର ମର୍ଡର୍ଣ୍ଣ ଯୁଗରେ ବହୁତ ପୁରୁଷଙ୍କ ଛାତିରେ ବାଳ ରହିବା ପସନ୍ଦ ଲାଗେ ନାହିଁ , ଓ ଏହି ବାଳକୁ ସେ ସେମାନେ ରିମୁଭର୍ ଦ୍ୱାରା ହଟାଇଦିଅନ୍ତି, ସମସ୍ତେ ଏହା ଭାବିଥାନ୍ତି ଏହି ବାଳରୁ କିପରି ଦୁରେଇ ରହିବେ , କିନ୍ତୁ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଯେଉଁ ପୁରୁଷଙ୍କ ଛାତିରେ ବାଳ ହୋଇଥାଏ ସେମାନେ ଅଲଗା ପୁରୁଷଙ୍କ ମୁକାବଲାରେ ଅଲଗା ହୋଇଥାନ୍ତି , ସାମୁଦ୍ରିକ ଓ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ପୁରୁଷଙ୍କ ଛାତିରେ ବାଳ ଅଧିକା ହେବା , ଏକ ଗଭୀର ଅର୍ଥ ବୁଝାଇଥାଏ , ଆପଣଙ୍କୁ ଏହି ଆଧାରରେ ପୁରୁଷଙ୍କ ଚରିତ୍ର ବିଷୟରେ ପତ୍ତା ଲଗାଇପାରିବେ । ଯେଉଁ ପୁରୁଷଙ୍କ ଛାତିରେ ଅଧିକା ବାଳ ହୋଇଥାଏ , ସେମାନେ ଶାରରୀକ ରୁପେ ମଜବୁତ୍ ଓ ବଳିଷ୍ଠ ହୋଇଥାନ୍ତି , ଓ ଏମିତି ପୁରୁଷ କେବେ କାହାର ଖରାପ ଭାବନା ଚିନ୍ତା କରନ୍ତି ନାହିଁ , ଅର୍ଥାତ୍ ସେମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏହି ଲୋକ କେବେ କାହାକୁ ମିଛ କହନ୍ତି ନାହିଁ , ଓ ସବୁବେଳେ ସତ କହିଥାନ୍ତି
ଯେଉଁ ପୁରୁଷଙ୍କ ଛାତିରେ ଅଧିକା ବାଳ ଥାଏ , ସେମାନେ ଅଲଗା ପୁରୁଷଙ୍କ ମୁକାବଲାରେ ଅଧିକା ଚାଲାକ୍ ହୋଇଥାନ୍ତି , ଓ ଏହି ଲୋକଙ୍କର ଜନ୍ମ ପଇସା କମାଇବା ପାଇଁ ହୋଇଥାଏ , ଏମାନେ ନିଜ ଦିମାଗ ଲଗାଇକରି ବହୁତ ସାରା ପଇସା କମାଇଦିଅନ୍ତି । ଅଧିକାଂଶ ଏମିତି ଲୋକ ପୁରା ଭାବେ ସୁସ୍ଥ୍ୟ ହୋଇଥାନ୍ତି , ଏହି ଲୋକଙ୍କର୍ ଦିମାଗ ବହୁତ ତେଜ୍ ହୋଇଥାଏ , ଅଧିକା ତେଜିରେ କାମ କରିବାରେ ସକ୍ଷମ ହୋଇଥାନ୍ତି , ଏହି ଲୋକଙ୍କୁ ଚାକିରି କରିବା ବଜାୟରେ ନିଜର ବ୍ୟବସାୟ କରିବାରେ ପସନ୍ଦ ହୋଇଥାଏ , ଏହି ଲୋକ କାହାକୁ ବି ନିଚ୍ଚ ଦେଖାଇବା ପସନ୍ଦ କରନ୍ତି ନାହିଁ , ଏମିତି ଲୋକଙ୍କୁ ସାଥିରେ ନେଇକରି ଚାଲିବା ଲୋକ ହୋଇଥାନ୍ତି , ଏମାନେ କାହାବିଷୟରେ ଭୁଲ୍ ଭାବନ୍ତି ନାହିଁ , ସମସ୍ତଙ୍କ ଭଲ କଥା ଚିନ୍ତା କରନ୍ତି , ଯଦି କାହାର ଖରାପ ଚାହିଁଲେ ବି ତାଙ୍କର ମନ ତାଙ୍କୁ ତାହା କରିବାରେ ଅଟକାଇଦିଏ , ଏହି ଲୋକ ସବୁବେଳେ ସତ କହିବାରେ ପସନ୍ଦ କରନ୍ତି ।
ଏହା ବି କୁହାଯାଏ କି ଛାତିରେ ବାଳ ହେବା ଦ୍ୱାରା ପୁରୁଷ ବହୁତ ପରିଶ୍ରମ ସ୍ୱଭାବର ହୋଇଥାନ୍ତି , ଓ ପରିଶ୍ରମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ , ଓ ଏହି ଗୁଣ ତାଙ୍କୁ ଅନ୍ୟ ଲୋକଙ୍କୁ ଶ୍ରେଷ୍ଠ କରିଥାଏ , ଲୋକଙ୍କର ଭଲ ସ୍ୱଭାବ କାରଣରୁ ଲୋକେ ଏମାନଙ୍କ ବହୁତ ଇଜ୍ଜତ କରନ୍ତି , ଓ ଏମାନଙ୍କ ପାଖରେ କେବେ ପଇସା ଅଭାବ ଦେଖାଯାଏ ନାହିଁ , ଏମାନଙ୍କ ଏହି ସବୁ ଗୁଣ କାରଣରୁ ଏମାନେ ଅଖି ବନ୍ଦ କରି ତାଙ୍କ ଉପରେ ବିଶ୍ୱାସ କରାଯାଈପାରେ , ଓ ଆଶା କରିପାରିବା କି କାହା ସହ୍ ଭୁଲ୍ ଏମାନେ କରିପାରିବେ ନାହିଁ , ଓ ଏମିତି ପୁରୁଷଙ୍କ ଜୀବନରେ ଭଲ ପାର୍ଟନର ହୁଅନ୍ତି , ଓ ସେମାନେ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି , ଏହା ଛଡା କୁହାଯାଏ କି ଯେଉଁ ପୁରୁଷଙ୍କ ଛାତିରେ ବାଲ ନଥାଏ , ସେମାନଙ୍କ ଉପରେ ଭରସା କରିପାରିବା ଉଚିତ୍ ନୁହେଁ ସାମୁଦ୍ରିକ ଶାସ୍ତ ଅନୁସାରେ ଏହି କଥା ବିଲକୁଲ୍ ଠିକ୍ ଅଟେ, ଏମାନେ ଅନ୍ୟଙ୍କ କଥାକୁ ଜାଣିପାରନ୍ତି , କିନ୍ତୁ ନିଜ ମନର କଥା ସର୍ବଦା ଗୁପ୍ତ ରଖିଥାନ୍ତି ।

Post a Comment

0 Comments